Odia Daily Panji 01st August 2017

ଅଗଷ୍ଟ ୧,୨୦୧୭, ମଙ୍ଗଳବାର, କର୍କଟ ୧୭ଦିନ, ଶ୍ରାବଣ ୨୩ଦିନ

ଶ୍ରୀମନ୍ଦିରରେ ବାଡ଼ି ନୃସିଂହ ବିଜେ

ସୂର୍ଯ୍ୟୋଦୟ : ୫/୨୬/୦୪,   ସୂର୍ଯ୍ୟାସ୍ତ : ୬/୧୯/୫୭

ତିଥି : ଶୁକ୍ଳ ନବମୀ, ଦିନ ୧୧/୨୮ ପର୍ଯ୍ୟନ୍ତ | ନକ୍ଷତ୍ର : ବିଶାଖା ଦିନ ୧୨/୪୨ ପର୍ଯ୍ୟନ୍ତ, ତୁଳା ଚନ୍ଦ୍ର ରାତି ୬/୦୦ ପର୍ଯ୍ୟନ୍ତ | ଘାତବାର : ମକର ରାଶି | ଘାତଚନ୍ଦ୍ର : ନାହିଁ | ଚନ୍ଦ୍ରଶୁଦ୍ଧି : ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ  ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ଦିନ ୧୨/୩୫ ପରେ ଜ୍ୟେଷ୍ଠା, ମୂଳା, ଉତ୍ତରଷାଢା, ଧନିଷ୍ଠା, ପୂର୍ବଭାଦ୍ର, ରେବତୀ, ଅଶ୍ୱିନୀ, କୃତ୍ତିକା, ମୃଗଶିରା, ପୁନର୍ବସୁ, ଅଶ୍ଳେଷା, ମଘା ଆଦି ନକ୍ଷତ୍ରଙ୍କର ତାରାଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦଶମୀର ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ଦିନ ୧୧/୨୮ ପରେ ଉତ୍ତରରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୮/୦୧ ରୁ ୧୦/୩୫ |  ଅଶୁଭବେଳା : ଦିନ ୭/୦୩ ରୁ ୮/୦୦ ପର୍ଯ୍ୟନ୍ତ |  ପୁଷ୍କରଦୋଷ : ଦ୍ୱିପାଦ , ଦିନ ୧୨/୪୨ ପରେ  ଏକପାଦ  |