Odia Daily Panji 01st February 2018

ଫେବୃଆରି ୧, ୨୦୧୮, ଗୁରୁବାର, ମକର ୧୯ ଦିନ, ଫାଲଗୁନ ୧ ଦିନ

ସୂର୍ଯ୍ୟୋଦୟ : ୬/୨୫/୩୯,   ସୂର୍ଯ୍ୟାସ୍ତ : ୫/୩୪/୨୮

ତିଥି : କୃଷ୍ଣ ପ୍ରତିପଦ ଦିନ ୩/୪୧ | ଅଶ୍ଳେଷା ନକ୍ଷତ୍ର ଦିନ ୩/୩୬, କର୍କଟ ଚନ୍ଦ୍ର ଦିନ ୩/୪୧ | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : ନାହିଁ | ମିଥୁନ,ସିଂହ,କନ୍ୟା,ତୁଳା,ବିଛା,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ :  ପ୍ରତିପଦା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ, ଦ୍ୱିତୀୟା ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବକୁ ଦିନ ୩/୪୧ ପରେ ଉତ୍ତରରେ, ଯାତ୍ରା ଶୁଭ |  ଶୁଭକର୍ମ : ନାମକରଣ,ଅନ୍ନପ୍ରାଶନ,ନାଟ୍ୟାରମ୍ଭ,ବାଣିଜ୍ୟକରଣ,ଦେବତା ଗଠନ,ନବବସ୍ତ୍ର ଓ ଅଳଙ୍କାରଧାରଣ l ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୫୩ ମଧ୍ୟରେ, ଦିନ ୧୦/୫୩ ରୁ ୧/୦୭ ମଧ୍ୟରେ l ଅଶୁଭବେଳା : ଦିନ ୨/୪୮ ରୁ  ୫/୩୭ | ପୁଷ୍କରଦୋଷ : ଏକପାଦ |