Odia Daily Panji 01st March 2018

ମାର୍ଚ୍ଚ ୧, ୨୦୧୮, ଗୁରୁବାର, କୁମ୍ଭ ୧୭ଦିନ, ଫାଲଗୁନ ୨୯ ଦିନ

ଦୋଳ ପୂର୍ଣ୍ଣିମା, ଶ୍ରୀଜଗନ୍ନଥ ମହାପ୍ରଭୁଙ୍କ ରାଜବେଶ,

ଶ୍ରୀଚୈତନ୍ୟଙ୍କ ୫୩୨ତମ ଜୟନ୍ତୀ,ଗୁରୁପୂର୍ଣ୍ଣିମା ବ୍ରତ,

ନୂତନ ପଞ୍ଜିକା ପଠନ ଓ ଶ୍ରବଣ

ସୂର୍ଯ୍ୟୋଦୟ : ୬/୧୦/୦୯,   ସୂର୍ଯ୍ୟାସ୍ତ : ୫/୪୭/୫୧

ତିଥି : ଶୁକ୍ଳ ଚତୁର୍ଦ୍ଦଶୀ ଦିନ ୮/୪୬ l ମଘା ନକ୍ଷତ୍ର ରାତି ୧୨/୦୯,ସିଂହ ଚନ୍ଦ୍ର ଅହୋରାତ୍ର l ଘାତବାର : ତୁଳା ଓ କୁମ୍ଭ ରାଶି |  ଘାତଚନ୍ଦ୍ର : କର୍କଟ ଓ ମକର  ରାଶି | ମେଷ,ମିଥୁନ,କର୍କଟ,ସିଂହ,ତୁଳା,ବିଛା,ଧନୁ, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ପୂର୍ଣ୍ଣିମା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ଦିନ ୮/୪୬ ପରେ ବାୟବ୍ୟ କୋଣରେ, ଯାତ୍ରା ନିଷେଧ l ଶୁଭକର୍ମ:ନାହିଁ | ଶୁଭବେଳା : (ଅମୃତ) ରାତି ୧/୧୦ ରୁ ୩/୩୮ (ମାହେନ୍ଦ୍ର) ପ୍ରାତଃରୁ ଦିନ ୭/୪୦ ମଧ୍ୟରେ, ଦିନ ୧୦/୪୭ ରୁ ୧/୦୮ l ଅଶୁଭବେଳା : ଦିନ ୨/୫୩ ରୁ ୫/୪୯ l   ପୁଷ୍କରଦୋଷ : ନାହିଁ |