Odia Daily Panji 02nd August 2017

ଅଗଷ୍ଟ ୨,୨୦୧୭, ବୁଧବାର, କର୍କଟ ୧୮ଦିନ, ଶ୍ରାବଣ ୨୪ଦିନ

ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ର ଆରମ୍ଭ

ସୂର୍ଯ୍ୟୋଦୟ : ୫/୨୬/୨୫,   ସୂର୍ଯ୍ୟାସ୍ତ : ୬/୧୯/୩୧

ତିଥି : ଶୁକ୍ଳ ଦଶମୀ, ଦିନ ୨ଟା ପର୍ଯ୍ୟନ୍ତ | ନକ୍ଷତ୍ର : ଅନୁରାଧା ଦିନ ୩/୪୬ ପର୍ଯ୍ୟନ୍ତ, ବିଛା ଚନ୍ଦ୍ର ଅହୋରାତ୍ର | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ନାହିଁ | ଚନ୍ଦ୍ରଶୁଦ୍ଧି : ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ  ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦଶମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ, ଦିନ ୨ଟା ପରେ ଆଗ୍ନେୟ କୋଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୧୦ ମଧ୍ୟରେ, ଦିନ ୯/୪୪ ରୁ ୧୧/୨୬, ଦିନ ୩/୪୩ ରୁ ୫/୨୫, ରାତି ୭/୦୧ ରୁ ୯/୧୫ ଓ ୧/୪୪ ରୁ ୫/୨୮, (ମାହେନ୍ଦ୍ର) ଦିନ ୨/୦୦ ରୁ ୩/୪୩ ଓ ରାତି ୯/୧୫ ରୁ ୧୦/୪୫ |  ଅଶୁଭବେଳା : ଦିନ ୮/୪୦ ରୁ ୯/୪୩ |  ପୁଷ୍କରଦୋଷ : ନାହିଁ  |