Odia Daily Panji 02nd February 2018

ଫେବୃଆରି ୨, ୨୦୧୮, ଶୁକ୍ରବାର, ମକର ୨୦ଦିନ, ଫାଲଗୁନ ୨ ଦିନ

ସୂର୍ଯ୍ୟୋଦୟ : ୬/୨୫/୧୯, ସୂର୍ଯ୍ୟାସ୍ତ : ୫/୩୫/୦୦

ତିଥି : କୃଷ୍ଣ ଦ୍ୱିତୀୟା ଦିନ ୧୨/୪୫ | ମଘା ନକ୍ଷତ୍ର ଦିନ ୧/୨୫,ସିଂହ ଚନ୍ଦ୍ର ଅହୋରାତ୍ର | ଘାତବାର : ବିଛା,ଧନୁ ଓ ମୀନ ରାଶି | ଘାତଚନ୍ଦ୍ର : କର୍କଟ ଓ ମକର ରାଶି | ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ବିଛା,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱିତୀୟା ତିଥିର ଏକୋଦ୍ଦିଷ୍ଟ ଏବଂ ତୃତୀୟା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ, ଦିନ୧୨/୪୫ ପରେ ଆଗ୍ନେୟ କୋଣରେ, ଯାତ୍ରା ଶୁଭ |  ଶୁଭକର୍ମ : ହଳପ୍ରବାହ,ବୀଜବପନ,ବୃକ୍ଷ ରୋପଣ | ଶୁଭବେଳା : (ଅମୃତ) ଦିନ ୮/୩୮ ରୁ ୧୦/୫୩, ଦିନ ୧/୦୮ ରୁ ୨/୩୮, ଦିନ ୪/୦୮ ରୁ ୫/୩୭ l ଅଶୁଭବେଳା : ଦିନ ୧୦/୫୪ ରୁ ୧୨/୦୦ |  ପୁଷ୍କରଦୋଷ : ଦିନ ୧୨/୪୫ ମଧ୍ୟରେ ଏକପାଦ |