Odia Daily Panji 02nd March 2018

ମାର୍ଚ୍ଚ ୨, ୨୦୧୮, ଶୁକ୍ରବାର, କୁମ୍ଭ ୧୮ଦିନ, ଚୈତ୍ର ୧ ଦିନ

ହୋଲି ଉତ୍ସବ

ସୂର୍ଯ୍ୟୋଦୟ : ୬/୦୯/୨୪,   ସୂର୍ଯ୍ୟାସ୍ତ : ୫/୪୮/୧୨

ତିଥି : ଶୁକ୍ଳ ପ୍ରତିପଦ ରାତି ୩/୪୭ | ପୂର୍ବାଫାଲଗୁନୀ ନକ୍ଷତ୍ର ରାତି ୧୦/୨୭, ସିଂହ ଚନ୍ଦ୍ର ରାତି ୪/୦୬ l ଘାତବାର : ବିଛା, ଧନୁ ଓ ମୀନ ରାଶି | ଘାତଚନ୍ଦ୍ର : କର୍କଟ ଓ ମକର ରାଶି | ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ବିଛା,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି  l ସାମ୍ବତ୍ସରିକ ଶ୍ରାଦ୍ଧ : ପ୍ରତିପଦା ତିଥିର ଏକୋଦ୍ଦିଷ୍ଟ ଓ  ପାର୍ବଣ |  ଯୋଗିନୀ ସ୍ଥିତି : ବାୟବ୍ୟ କୋଣରେ, ରାତି ୩/୪୭ ପରେ ପୂର୍ବରେ,ଯାତ୍ରା ନିଷେଧ l  ଶୁଭକର୍ମ: ବିବାହ ଓ ପାଣିଗ୍ରହଣ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୪୯, ଦିନ ୮/୨୬ ରୁ ୧୦/୪୭, ୧/୦୮ ରୁ ୨/୪୨, ୪/୧୫ ରୁ ୫/୪୯, ରାତି ୭/୨୭ ରୁ ୯/୦୫, ୩/୩୭ ରୁ ୪/୨୬ (ମାହେନ୍ଦ୍ର) ରାତି ୧୦/୪୩ ରୁ ୧୧/୩୨, ରାତି ୪/୨୬ ରୁ ନିଶାନ୍ତ ୬/୦୪ l  ଅଶୁଭବେଳା : ଦିନ ୧୦/୪୮ ରୁ ୧୧/୫୭ l  ପୁଷ୍କରଦୋଷ : ରାତି ୧୦/୨୭ ପରେ ଏକପାଦ ପୁନଶ୍ଚ ରାତି  ୩/୪୭ ପରେ ଦ୍ୱିପାଦ |