Odia Daily Panji 03rd August 2017

ଅଗଷ୍ଟ ୩,୨୦୧୭, ଗୁରୁବାର, କର୍କଟ ୧୯ଦିନ, ଶ୍ରାବଣ ୨୫ଦିନ

ସର୍ବସମ୍ମତ ପୁତ୍ରଦା ଏକାଦଶୀ

ସୂର୍ଯ୍ୟୋଦୟ : ୫/୨୬/୪୫,   ସୂର୍ଯ୍ୟାସ୍ତ : ୬/୧୯/୦୦

ତିଥି : ଶୁକ୍ଳ ଏକାଦଶୀ, ଦିନ ୪/୩୨ ପର୍ଯ୍ୟନ୍ତ | ନକ୍ଷତ୍ର : ଜ୍ୟେଷ୍ଠା ରାତି ୬/୫୩, ବିଛା ଚନ୍ଦ୍ର ରାତି ୬/୫୩ ପର୍ଯ୍ୟନ୍ତ | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : ନାହିଁ | ଚନ୍ଦ୍ରଶୁଦ୍ଧି : ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ  ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଏକାଦଶୀ ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ଦିନ ୪/୩୨ ପରେ ନୈଋତରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ରାତି ୧୨/୫୯ ରୁ ୩/୧୪, (ମାହେନ୍ଦ୍ର) ଦିନ ୧୦/୩୫ ରୁ ୧/୦୯ |  ଅଶୁଭବେଳା : ଦିନ ୩/୦୪ ରୁ ସଂଧ୍ୟା ୬/୧୫ |  ପୁଷ୍କରଦୋଷ : ଦିନ ୪/୩୨ ପରେ  ଏକପାଦ  |