Odia Daily Panji 03rd February 2018

ଫେବୃଆରି ୩, ୨୦୧୮, ଶନିବାର, ମକର ୨୨ଦିନ, ଫାଲଗୁନ ୪ ଦିନ

ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ

ସୂର୍ଯ୍ୟୋଦୟ : ୬/୨୪/୩୭,   ସୂର୍ଯ୍ୟାସ୍ତ : ୫/୩୬/୧୩

ତିଥି : କୃଷ୍ଣ ତୃତୀୟା ଦିନ ୧୦/୨୩ | ପୂର୍ବା ଫାଲଗୁନୀ ନକ୍ଷତ୍ର ଦିନ ୧୧/୪୬, ସିଂହଚନ୍ଦ୍ର ସନ୍ଧ୍ୟା ୫/୨୯ | ଘାତବାର : ବୃଷ,ସିଂହ, କନ୍ୟା ରାଶି | ଘାତଚନ୍ଦ୍ର : କର୍କଟ ଓ ମକର ରାଶି | ମେଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଥୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ଦିନ ୧୦/୨୩ ପରେ ନୈଋତ କୋଣରେ, ଯାତ୍ରା ନିଷେଧ l  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୧୦/୦୮ ରୁ ୧/୦୮,ରାତି ୮/୧୧ ରୁ ୧୦/୪୪ l ଅଶୁଭବେଳା : ଦିନ ୪/୧୪ ରୁ ୫/୩୮ l  ପୁଷ୍କରଦୋଷ : ଏକପାଦ, ଦିନ ୧୧/୪୬ ପରେ ଦ୍ୱିପାଦ |