Odia Daily Panji 03rd March 2018

ମାର୍ଚ୍ଚ ୩, ୨୦୧୮, ଶନିବାର, କୁମ୍ଭ ୧୯ଦିନ, ଚୈତ୍ର ୨ ଦିନ

ସୂର୍ଯ୍ୟୋଦୟ : ୬/୦୮/୩୮,   ସୂର୍ଯ୍ୟାସ୍ତ : ୫/୪୮/୩୪

ତିଥି : କୃଷ୍ଣ ଦ୍ୱିତୀୟା ରାତି ୨/୦୦ | ଉତ୍ତରାଫାଲଗୁନୀ ନକ୍ଷତ୍ର ରାତି ୯/୧୪, କନ୍ୟା ଚନ୍ଦ୍ର ଅହୋରାତ୍ର l ଘାତବାର : ବୃଷ,ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର : ମିଥୁନ ରାଶି | ମେଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି  l ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱିତିୟା ତିଥିର ଏକୋଦ୍ଦିଷ୍ଟ ଓ  ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ରାତି ୨/୦୦ ପରେ ଆଗ୍ନେୟ କୋଣରେ,ଯାତ୍ରା ନିଷେଧ l  ଶୁଭକର୍ମ: ବିବାହ ଓ ପାଣିଗ୍ରହଣ | ଶୁଭବେଳା : (ଅମୃତ) ଦିନ ୯/୫୯ ରୁ ୧/୦୮, ରାତି ୮/୧୬ ରୁ ୧୦/୪୩, ରାତି ୧୨/୨୧ ରୁ ୧/୫୯, ୩/୩୬ ରୁ ୫/୧୪ l ଅଶୁଭବେଳା : ପ୍ରାତଃରୁ ଦିନ ୭/୩୩ , ୪/୨୨ ରୁ ୫/୫୦ l  ପୁଷ୍କରଦୋଷ : ତିନିପାଦ, ରାତି ୯/୧୪ ପରେ ଦ୍ୱିପାଦ, ପୁନଶ୍ଚ ରାତି ୨/୦୦ ପରେ ଏକପାଦ |