Odia Daily Panji 10th December 2017

ଡିସେମ୍ବର ୧୦, ୨୦୧୭, ରବିବାର, ବିଛା ୨୫ଦିନ, ପୌଷ ୭ଦିନ

ଅଷ୍ଟକା ଶ୍ରାଦ୍ଧ, ସାମନ୍ତ ଚନ୍ଦ୍ରଶେଖର ଓ ଜ୍ୟୋତିଷ ବିଶାରଦ ବାଇକୋଳି ଜୟନ୍ତୀ

ସୂର୍ଯ୍ୟୋଦୟ : ୬/୧୪/୧୫,   ସୂର୍ଯ୍ୟାସ୍ତ : ୫/୦୪/୧୦

ତିଥି : କୃଷ୍ଣ ଅଷ୍ଟମୀ ରାତି ୧/୧୮ | ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ର  ସଂଧ୍ୟା ୬/୨୪ | ସିଂହ ଚନ୍ଦ୍ର ରାତି ୧୨/୨୯ | ଘାତବାର : ମେଷ ରାଶି | ଘାତଚନ୍ଦ୍ର : କର୍କଟ ଓ ମକର ରାଶି | ମେଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଐଶାନ୍ୟରେ, ରାତି ୧/୧୮ ପରେ ପୂର୍ବରେ, ଯାତ୍ରାଦି ଶୁଭକର୍ମ ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୦୦ ରୁ ୯/୧୦, ୧୨/୦୩ ରୁ ୨/୫୦, ରାତି ୭/୪୪ ରୁ ୯/୩୦ |  ଅଶୁଭବେଳା : ଦିନ ୧୦/୨୦ ରୁ  ୧୨/୦୦ |  ପୁଷ୍କରଦୋଷ: ଏକପାଦ, ସଂଧ୍ୟା ୬/୨୪ ପରେ ଦ୍ୱିପାଦ |