Odia Daily Panji 10th February 2018

ଫେବୃଆରି ୧୦, ୨୦୧୮, ଶନିବାର, ମକର ୨୮ଦିନ, ଫାଲଗୁନ ୧୦ ଦିନ

ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଓ

କବିସୂର୍ଯ୍ୟ ବଳଦେବ ରଥଙ୍କ ଜୟନ୍ତୀ

ସୂର୍ଯ୍ୟୋଦୟ : ୬/୨୨୦୩, ସୂର୍ଯ୍ୟାସ୍ତ : ୫/୩୯/୨୭

ତିଥି :କୃଷ୍ଣ ଦଶମୀ ଦିନ ୨/୪୯ l ଜ୍ୟୋଷ୍ଠା ନକ୍ଷତ୍ର ରାତି ୮/୩୮ | ଘାତବାର : ବୃଷ,ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର : ନାହିଁ | ମିଥୁନ,କର୍କଟ,କନ୍ୟା,ତୁଳା,ଧନୁ ଓ ମକର ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ଦଶମୀ ତିଥିର ଏକୋଦ୍ଦିଷ୍ଟ | ବୃଷ,ସିଂହ,କନ୍ୟା,ପୂର୍ବଷାଢା,ଉତ୍ତରଷାଢା,ଧନିଷ୍ଠା,ପୂର୍ବଭାଦ୍ର,ରେବତୀ,ଦ୍ୱିଜା,କୃତ୍ତିକା,ମୃଗଶିରା,ପୁନର୍ବସୁ,ଅଶ୍ଳେଷା,ପୂର୍ବଫାଲ୍‌ଗୁନୀ,ଉତ୍ତର ଫାଲ୍‌ଗୁନୀ ଆଦି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି l ଯୋଗିନୀ ସ୍ଥିତି : ଉତ୍ତରରେ, ଦିନ ୨/୪୯ ପରେ ଆଗ୍ନେୟ କୋଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୧୦/୦୭ ରୁ  ୧/୦୯, ରାତି ୮/୧୩ ରୁ ୧୦/୪୪ l  ଅଶୁଭବେଳା : ଅପରାହ୍‌ଣ ୪/୧୬ ରୁ ୫/୪୨ l ପୁଷ୍କରଦୋଷ : ଏକପାଦ |