Odia Daily Panji 10th July 2017

ଜୁଲାଇ ୧୦,୨୦୧୭, ସୋମବାର, ମିଥୁନ ୨୬ଦିନ, ଶ୍ରାବଣ ୧ଦିନ

କାଉଡ଼ିଆଙ୍କ ଜଳାଭିଷେକ ଯାତ୍ରା

ସୂର୍ଯ୍ୟୋଦୟ : ୫/୧୮/୦୬,   ସୂର୍ଯ୍ୟାସ୍ତ : ୬/୨୫/୫୫

ତିଥି : ପ୍ରତିପଦ, ଦିନ ୧୧/୩୨ | ନକ୍ଷତ୍ର : ଉତ୍ତରାଷାଢା, ରାତି ୭/୫୫, ମକର ଚନ୍ଦ୍ର ଅହୋରାତ୍ର | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ସିଂହ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱିତୀୟା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ଦିନ ୧୧/୩୨ ପରେ ଉତ୍ତରରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାମ କରଣ, ଧାନ୍ୟ ଚ୍ଛେଦନ, ନବବସ୍ତ୍ର ପରିଧାନ, ରତ୍ନଧାରଣ | ଶୁଭବେଳା : (ଅମୃତ) ଦିନ ୮/୫୦ ରୁ ୧୦/୩୦, ରାତି ୯/୨୦ ରୁ ୧୨/୧୦ |  ଅଶୁଭବେଳା : ଦିନ ୬/୫୫ ରୁ ୮/୩୫ |  ପୁଷ୍କରଦୋଷ : ଏକପାଦ, ଦିନ ୧୧/୩୨ ଗତେ ଦ୍ୱିପାଦ, ରାତି ୭/୫୫ ପରେ ଏକପାଦ |