Odia Daily Panji 10th June 2017

ଆମ ପାଞ୍ଜି ଜୁନ ୧୦,୨୦୧୭, ଶନିବାର, ବୃଷ ୨୭ଦିନ, ଆଷାଢ ୧ଦିନ ସୂର୍ଯ୍ୟୋଦୟ : ୫/୧୦/୪୯, ସୂର୍ଯ୍ୟାସ୍ତ : ୬/୨୧/୧୪ ତିଥି : କୃଷ୍ଣ ପ୍ରତିପଦ ରାତି ୯/୧୫ | ଜ୍ୟେଷ୍ଠା (ମଳ) ନକ୍ଷତ୍ର ପ୍ରାତଃ ୬/୦୭, ବିଛା ଚନ୍ଦ୍ର ପ୍ରାତଃ ୬/୦୦ | ବୃଷ, ସିଂହ, କନ୍ୟା ରାଶିର ଘାତବାର ଓ ଘାତଚନ୍ଦ୍ର ନାହିଁ | ପ୍ରାତଃ ୬/୦୭ ଗତେ ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପ୍ରତିପଦ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ ରାତ୍ର ୯/୧୫ ପରେ ଉତ୍ତରରେ ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ |  ଶୁଭବେଳା : (ଅମୃତ) ଦିନ ୩/୪୪ ରୁ ୬/୨୨, ରାତି ୭/୦୫ ରୁ ୭/୪୫ |  ଅଶୁଭବେଳା : ସୂର୍ଯ୍ୟୋଦୟରୁ ପ୍ରାତଃ ୬/୫୦ ମଧ୍ୟେ |  ପୁଷ୍କରଦୋଷ : ଏକପାଦ, ରାତି ୯/୧୫ ପରେ ଦ୍ୱିପାଦ|