Odia Daily Panji 10th March 2018

ମାର୍ଚ୍ଚ ୧୦, ୨୦୧୮, ଶନିବାର, କୁମ୍ଭ ୨୬ଦିନ, ଚୈତ୍ର ୯ ଦିନ

ସୂର୍ଯ୍ୟୋଦୟ : ୬/୦୩/୦୩,   ସୂର୍ଯ୍ୟାସ୍ତ : ୫/୫୦/୫୩

ତିଥି : କୃଷ୍ଣ ଅଷ୍ଟମୀ (ମଳ) ପ୍ରାତଃ ୬/୦୮ | ମୂଳା ନକ୍ଷତ୍ର ଅହୋରାତ୍ର, ଧନୁ ଚନ୍ଦ୍ର ଅହୋରାତ୍ର | ଘାତବାର : ବୃଷ,ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର : ତୁଳା ଓ କୁମ୍ଭ ରାଶି | ମିଥୁନ,କର୍କଟ,କନ୍ୟା,ତୁଳା,ଧନୁ,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି  l ସାମ୍ବତ୍ସରିକ ଶ୍ରାଦ୍ଧ : ନବମୀ ତିଥିର ଏକୋଦ୍ଦିଷ୍ଟ ଓ  ପାର୍ବଣ |  ଯୋଗିନୀ ସ୍ଥିତି : ଐଶାନ୍ୟ କୋଣରେ, ପ୍ରାତଃ ୬/୦୮ ପରେ ପୂର୍ବରେ, ଯାତ୍ରା ନିଷେଧ l  ଶୁଭକର୍ମ: ନାହିଁ | ଶୁଭବେଳା : (ଅମୃତ) ଦିନ ୯/୨୩ ରୁ  ୧/୪୬,  ରାତି ୮/୧୭ ରୁ ୧୦/୪୨, ରାତି ୧୨/୧୯ ରୁ ୧/୫୫, ରାତି ୩/୩୨ ରୁ ନିଶାନ୍ତ ୫/୦୯ l  ଅଶୁଭବେଳା : ପ୍ରାତଃରୁ ୭/୧୯ ମଧ୍ୟରେ, ଦିନ ୪/୨୧ ରୁ ୫/୫୨, ଦିନ ୧/୪୮ ରୁ ୨/୫୧ l  ପୁଷ୍କରଦୋଷ : ଏକପାଦ |