Odia Daily Panji 10th November 2017

ନଭେମ୍ବର ୧୦, ୨୦୧୭, ଶୁକ୍ରବାର, ତୁଳା ୨୫ ଦିନ,ମାର୍ଗଶିର ୬ ଦିନ

ସୂର୍ଯ୍ୟୋଦୟ : ୫/୫୫/୫୯, ସୂର୍ଯ୍ୟାସ୍ତ : ୫/୪/୫୯

ତିଥି : କୃଷ୍ଣ ସପ୍ତମୀ ଦିନ ୩/୨୮ | ପୁଷ୍ୟା ନକ୍ଷତ୍ର ଦିନ ୧/୩୮, କର୍କଟ ଚନ୍ଦ୍ର ଅହୋରାତ୍ର | ଘାତବାର : ବିଛା,ଧନୁ ଓ ମୀନ ରାଶି | ଘାତଚନ୍ଦ୍ର : ନାହିଁ | ମେଷ,ବୃଷ,କର୍କଟ,ସିଂହ,କନ୍ୟା,ତୁଳା,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଏବଂ ଅଷ୍ଟମୀର ପାର୍ବଣ ଶ୍ରାଦ୍ଧ |  ଯୋଗିନୀ ସ୍ଥିତି :  ବାୟବ୍ୟରେ, ଦିନ ୩/୨୮ ପରେ ଐଶାନ୍ୟରେ, ଯାତ୍ରା ଶୁଭ |  ଶୁଭକର୍ମ : ଦେବତାଗଠନ,ହଳପ୍ରବାହ,ବୀଜବପନ,ବୃକ୍ଷରୋପଣ,ନାମକରଣ,ଔଷଧକରଣ,ଗୃହାରମ୍ଭ,ବାଣିଜ୍ୟକରଣ | ଶୁଭବେଳା : (ଅମୃତ) ଦିନ ୭/୨୯ ରୁ  ୯/୪୦, ୧୧/୫୩ ରୁ ୨/୫୦, ୩/୩୪ ରୁ ସଂଧ୍ୟା ୫/୦୩ | ଅଶୁଭବେଳା : ଦିନ ୧୦/୨୮ ରୁ  ୧୧/୪୦ | ପୁଷ୍କରଦୋଷ : ଦିନ ୩/୨୮ ମଧ୍ୟରେ ଏକପାଦ |