Odia Daily Panji 10th September 2017

ସେପ୍ଟେମ୍ବର ୧୦, ୨୦୧୭, ରବିବାର,ସିଂହ ୨୫ ଦିନ,ଆଶ୍ୱିନ ୪ଦିନ

ଅଶ୍ୱ ପଞ୍ଚମୀ

ସୂର୍ଯ୍ୟୋଦୟ : ୫/୩୬/୪୦,   ସୂର୍ଯ୍ୟାସ୍ତ : ୫/୫୦/୨୨

ତିଥି : କୃଷ୍ଣ ଚତୁର୍ଥୀ ରାତି ୭ଟା ୨୭, ପଞ୍ଚମୀ କ୍ଷୟ ନିଶାନ୍ତ ୫/୩୬ ପର୍ଯ୍ୟନ୍ତ | ଅଶ୍ୱିନୀ ନକ୍ଷତ୍ର ଦିନ ୧୧/୧୮,ମେଷଚନ୍ଦ୍ର ଅହୋରାତ୍ର | ଘାତବାର : ମେଷ ରାଶି | ଘାତଚନ୍ଦ୍ର : ମେଷ ରାଶି | ବୃଷ,ମିଥୁନ,କର୍କଟ,ତୁଳା,ବିଛା,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତରେ, ଦିନ ୭/୨୮ ପରେ ଦକ୍ଷିଣରେ ଯାତ୍ରାଦି ଶୁଭ କର୍ମ ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃ ୬/୨୭ ରୁ ଦିନ ୯/୩୯, ରାତି ୭/୪୮ ରୁ ୯/୨୭ |  ଅଶୁଭବେଳା : ଦିନ ୧୦/୯ ରୁ ୧/୦୭ |  ପୁଷ୍କରଦୋଷ : ଏକପାଦ |