Odia Daily Panji 11th August 2017

ଅଗଷ୍ଟ ୧୧,୨୦୧୭, ଶୁକ୍ରବାର, କର୍କଟ ୨୭ଦିନ, ଭାଦ୍ରବ ୪ଦିନ

ସୂର୍ଯ୍ୟୋଦୟ : ୫/୨୯/୧୭,   ସୂର୍ଯ୍ୟାସ୍ତ : ୬/୧୪/୧୩

ତିଥି : କୃଷ୍ଣ ଚତୁର୍ଥୀ ରାତି ୧୧/୪୦ ପର୍ଯ୍ୟନ୍ତ |ପୂର୍ବଭାଦ୍ର ନକ୍ଷତ୍ର ଦି ୬/୩୮, ମୀନ ଚନ୍ଦ୍ର ଅହୋରାତ୍ର | ଘାତବାର : ବିଛା,ଧନୁ ଓ ମୀନ ରାଶି | ଘାତଚନ୍ଦ୍ର : ଧନୁ ରାଶି | ମେଷ,ବୃଷ,ମିଥୁନ, କନ୍ୟା, ତୁଳା,ଧନୁ, ମକର, ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈରୁତ କୋଣରେ,ରାତି ୧୧/୪୦ ପରେ ଦକ୍ଷିଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୮/୦୨ ରୁ ୧୦/୩୫, ୧/୦୭ ରୁ ୨/୪୮, ରାତି ୭/୪୦ ରୁ ୯/୧୨ |  ଅଶୁଭବେଳା : ଦିନ ୧୦/୩୬ ରୁ ୧୧/୫୦ ମଧ୍ୟରେ |  ପୁଷ୍କରଦୋଷ : ଦିନ ୬/୩୮ ମଧ୍ୟରେ ଏକପାଦ |