Odia Daily Panji 11th December 2017

ଡିସେମ୍ବର ୧୧, ୨୦୧୭, ସୋମବାର, ବିଛା ୨୬ଦିନ, ପୌଷ ୮ଦିନ

ଅନ୍ୱଷ୍ଟକା ଶ୍ରାଦ୍ଧ

ସୂର୍ଯ୍ୟୋଦୟ : ୬/୧୪/୫୩,   ସୂର୍ଯ୍ୟାସ୍ତ : ୫/୦୪/୨୯

ତିଥି : କୃଷ୍ଣ ନଵମୀ, ରାତି ୧/୨୩ | ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ର  ରାତି ୬/୫୩ | କନ୍ୟା ଚନ୍ଦ୍ର ଅହୋରାତ୍ର | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ମିଥୁନ ରାଶି | ମେଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ନଵମୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ରାତି ୧/୨୩ ପରେ ଉତ୍ତରରେ, ଯାତ୍ରାଦି ଶୁଭକାର୍ଯ୍ୟ ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୯/୧୦ ରୁ ୧୧/୨୦, ରାତି ୭/୪୪ ରୁ ୧୧/୧୬ |  ଅଶୁଭବେଳା : ଦିନ ୭/୩୯ ରୁ  ୯/୦୦ |  ପୁଷ୍କରଦୋଷ: ସଂଧ୍ୟା ୬/୫୩ ପରେ ଏକପାଦ ଦୋଷ |