Odia Daily Panji 11th February 2018

ଫେବୃଆରି ୧୧, ୨୦୧୮, ରବିବାର, ମକର ୨୯ଦିନ, ଫାଲଗୁନ ୧୧ ଦିନ

ପଙ୍କୋଦ୍ଧାର ଏକାଦଶୀ

ସୂର୍ଯ୍ୟୋଦୟ : ୬/୨୧/୩୪,   ସୂର୍ଯ୍ୟାସ୍ତ : ୫/୪୦/୦୦

ତିଥି : କୃଷ୍ଣ ଏକାଦଶୀ ସନ୍ଧ୍ୟା ୫/୨୮ l ମୂଳା ନକ୍ଷତ୍ର ରାତି ୧୧/୪୩,ଧନୁ ଚନ୍ଦ୍ର ଅହୋରାତ୍ର l ଘାତବାର : ମେଷ ରାଶି |  ଘାତଚନ୍ଦ୍ର : ତୁଳା ଓ କୁମ୍ଭ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ଏକାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ସନ୍ଧ୍ୟା ୫/୨୮ ପରେ ନୈଋତରେ ଯାତ୍ରା ନିଷେଧ l ଶୁଭକର୍ମ:ନାହିଁ | ଶୁଭବେଳା : (ଅମୃତ) ଦିନ ୭/୦୪ ରୁ ୧୦/୦୬, ଦିନ ୧/୦୮ ରୁ ୧/୫୪, ରାତି ୬/୩୨ ରୁ ୭/୨୩ l ଅଶୁଭବେଳା : ଦିନ ୧୦/୩୫ ରୁ ୧/୦୭ l   ପୁଷ୍କରଦୋଷ : ଏକପାଦ,ସନ୍ଧ୍ୟା ୫/୨୮ ପରେ ଦ୍ୱିପାଦ |