Odia Daily Panji 11th July 2017

ଜୁଲାଇ ୧୧,୨୦୧୭, ମଙ୍ଗଳବାର, ମିଥୁନ ୨୭ଦିନ, ଶ୍ରାବଣ ୨ଦିନ

ବିଶ୍ୱ ଜନସଂଖ୍ୟା ଦିବସ

ସୂର୍ଯ୍ୟୋଦୟ : ୫/୧୮/୨୫,   ସୂର୍ଯ୍ୟାସ୍ତ : ୬/୨୫/୪୫

ତିଥି : କୃଷ୍ଣ ଦ୍ୱିତୀୟା ଦିନ ୧୨/୫୫ | ନକ୍ଷତ୍ର : ଶ୍ରବଣା, ରାତି ୯/୪୯, ମକର ଚନ୍ଦ୍ର ଅହୋରାତ୍ର | ଘାତବାର : ମକର ରାଶି | ଘାତଚନ୍ଦ୍ର : ସିଂହ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ମକର, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତୃତୀୟା ତିଥିର ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ, ଦିନ ୧୨/୫୫ ଆଗ୍ନେୟ କୋଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୧/୧୦ ରୁ ୨/୫୫ |  ଅଶୁଭବେଳା : ଦିନ ୬/୫୫ ରୁ ୮/୩୫ |  ପୁଷ୍କରଦୋଷ : ଦ୍ୱିପାଦ, ଦିନ ୧୨/୫୫ ପରେ ଏକପାଦ |