Odia Daily Panji 11th March 2018

ମାର୍ଚ୍ଚ ୧୧, ୨୦୧୮, ରବିବାର, କୁମ୍ଭ ୨୭ଦିନ, ଚୈତ୍ର ୧୦ଦିନ

ସୂର୍ଯ୍ୟୋଦୟ : ୬/୦୨/୧୪,   ସୂର୍ଯ୍ୟାସ୍ତ : ୫/୫୧/୧୨

ତିଥି : କୃଷ୍ଣ ନବମୀ ଦିନ ୮/୪୨ l ମୂଳମଳ ନକ୍ଷତ୍ର ଦିନ ୭/୧୫,ଧନୁ ଚନ୍ଦ୍ର ଅହୋରାତ୍ର l ଘାତବାର : ମେଷ ରାଶି |  ଘାତଚନ୍ଦ୍ର : ତୁଳା ଓ କୁମ୍ଭ ରାଶି | ମିଥୁନ,କର୍କଟ,ତୁଳା,ଧନୁ,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ଦଶମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ଦିନ ୮/୪୨ ପରେ ଉତ୍ତରରେ, ଯାତ୍ରା ନିଷେଧ l ଶୁଭକର୍ମ: ନାହିଁ | ଶୁଭବେଳା : (ଅମୃତ) ଦିନ ୬/୪୫ ରୁ ୯/୫୬, ରାତି ୭/୨୯  ରୁ ୯/୦୫ (ମାହେନ୍ଦ୍ର) ପ୍ରାତଃରୁ ଦିନ ୬/୪୫ ମଧ୍ୟରେ, ଦିନ ୧/୦୬ ରୁ ୧/୫୪, ରାତି ୬/୪୦ ରୁ ୭/୨୯, ରାତି ୧୨/୧୮ ରୁ ୩/୩୨ l ଅଶୁଭବେଳା : ଦିନ ୧୦/୨୬ ରୁ ୧/୦୫ l   ପୁଷ୍କରଦୋଷ : ଏକପାଦ |