Odia Daily Panji 11th October 2017

ଅକ୍ଟୋବର ୧୧, ୨୦୧୭, ବୁଧବାର,କନ୍ୟା ୨୫ ଦିନ,କାର୍ତ୍ତିକ ୬ଦିନ

ମାୟାଧର ମାନସିଂହ ଓ ସହିଦ ବାଜିରାଉତଙ୍କ ସ୍ମୃତି ଦିବସ

ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ

ସୂର୍ଯ୍ୟୋଦୟ : ୫/୪୩/୩୪, ସୂର୍ଯ୍ୟାସ୍ତ : ୫/୨୩/୧୮

ତିଥି : କୃଷ୍ଣ ଷଷ୍ଠୀ ଦିନ ୯/୪୩ | ମୃଗଶିରା ନକ୍ଷତ୍ର ଦିନ ୧୧/୪୩,ମିଥୁନ ଚନ୍ଦ୍ର ଅହୋରାତ୍ର | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : କନ୍ୟା ରାଶି | ମେଷ, ମିଥୁନ,କର୍କଟ,ସିଂହ,କନ୍ୟା,ଧନୁ,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ ଦିନ ୯/୪୩ ପରେ ବାୟବ୍ୟ କୋଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାମକରଣ,ଔଷଧକରଣ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୬/୩୧, ଦିନ ୭/୧୭ ରୁ ୮/୦୩, ଦିନ ୧୦/୨୨ ରୁ ୧୨/୪୧, ରାତି ୬/୦୬ ରୁ ୬/୫୮, ୮/୩୮ ରୁ ୩/୧୬; (ମାହେନ୍ଦ୍ର) ଦିନ ୬/୩୧ ରୁ ୭/୧୭ ଓ ୧/୨୭ ରୁ ୩/୪୬ | ଅଶୁଭବେଳା : ଦିନ ୩ ରୁ ଅପରାହ୍‌ଣ ୫/୧୮ | ପୁଷ୍କରଦୋଷ : ଏକପାଦ |