Odia Daily Panji 11th September 2017

ସେପ୍ଟେମ୍ବର ୧୧, ୨୦୧୭, ସୋମବାର,ସିଂହ ୨୫୬ ଦିନ,ଆଶ୍ୱିନ ୫ଦିନ ଗଜଷଷ୍ଠୀ

ସୂର୍ଯ୍ୟୋଦୟ : ୫/୩୬/୫୨, ସୂର୍ଯ୍ୟାସ୍ତ : ୫/୫୦/୦୬

ତିଥି : କୃଷ୍ଣ ଷଷ୍ଠୀ ରାତି ୩/୩୫ ପର୍ଯ୍ୟନ୍ତ | ଦ୍ୱିଜା ନକ୍ଷତ୍ର ଦିନ ୧୦/୯ ଓ ମେଷ ଚନ୍ଦ୍ର ଦିନ ୩/୫୦ ପର୍ଯ୍ୟନ୍ତ  | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ମେଷ ଓ ବିଛା ରାଶି | ବୃଷ,ମିଥୁନ,କର୍କଟ,ତୁଳା,ବିଛା,ମକର,କୁମ୍ଭ ଏବଂ ଦିନ ୩/୫୦ ପରେ ବୃଷ,ମିଥୁନ,କର୍କଟ,ସିଂହ,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଷଷ୍ଠୀ ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ୩/୨୫ ପରେ ବାୟବ୍ୟରେ, ଯାତ୍ରାଦି ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୧୫ ଓ ୧୦/୨୦ ରୁ ୧୨/୪୪, (ମାହେନ୍ଦ୍ର) ଦିନ ୩/୨୫ ରୁ ୫/୦୧ |  ଅଶୁଭବେଳା : ଦିନ ୭/୧୮ ରୁ ୮/୩୯ ପର୍ଯ୍ୟନ୍ତ |  ପୁଷ୍କରଦୋଷ : ଏକପାଦ |