Odia Daily Panji 12th August 2017

ଅଗଷ୍ଟ ୧୨,୨୦୧୭, ଶନିବାର, କର୍କଟ ୨୮ଦିନ, ଭାଦ୍ରବ ୫ଦିନ

ରକ୍ଷା ପଞ୍ଚମୀ, ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି

ସୂର୍ଯ୍ୟୋଦୟ : ୫/୨୯/୩୫,   ସୂର୍ଯ୍ୟାସ୍ତ : ୬/୧୩/୨୭

ତିଥି : କୃଷ୍ଣ ପଞ୍ଚମୀ ରାତି ୧୦/୪୨ ପର୍ଯ୍ୟନ୍ତ |ଉତ୍ତରଭାଦ୍ର ନକ୍ଷତ୍ର ଦିନ ୬/୩୮, ମୀନ ଚନ୍ଦ୍ର ଅହୋରାତ୍ର | ଘାତବାର : ବୃଷ,ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର : ଧନୁ ରାଶି | ମେଷ,ବୃଷ,ମିଥୁନ,କନ୍ୟା, ତୁଳା, ଧନୁ, ମକର, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପଞ୍ଚମୀର ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ, ରାତି ୧୦/୪୨ ପରେ ପଶ୍ଚିମରେ ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୯/୪୪ ରୁ ୧/୦୬,ରାତି ୮/୨୬ ରୁ ୧୦/୪୨ |  ଅଶୁଭବେଳା : ପ୍ରାତଃରୁ ଦିନ ୭/୦୫ ଓ ଅପରାହ୍‌ଣ ୪/୩୫ ରୁ ସଂଧ୍ୟା ୬/୧୦ ମଧ୍ୟରେ |  ପୁଷ୍କରଦୋଷ : ଏକପାଦ |