Odia Daily Panji 12th December 2017

ଡିସେମ୍ବର ୧୨, ୨୦୧୭, ମଙ୍ଗଳବାର, ବିଛା ୨୭ଦିନ, ପୌଷ ୯ଦିନ

ସୂର୍ଯ୍ୟୋଦୟ : ୬/୧୫/୨୮,   ସୂର୍ଯ୍ୟାସ୍ତ : ୫/୦୫/୪୮

ତିଥି : କୃଷ୍ଣ ଦଶମୀ ରାତି ୨/୦୭ | ହସ୍ତା ନକ୍ଷତ୍ର  ରାତି ୭/୫୯  |  କନ୍ୟା ଚନ୍ଦ୍ର ଅହୋରାତ୍ର | ଘାତବାର : ମକର ରାଶି  |  ଘାତଚନ୍ଦ୍ର : ମିଥୁନ ରାଶି | ଚନ୍ଦ୍ରଶୁଦ୍ଧି : ମେଷ,ମିଥୁନ,କର୍କଟ,କନ୍ୟା,ତୁଳା,ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ରାତି ୭/୫୩ ପରେ ସ୍ୱାତୀ, ବିଶାଖା, ଜ୍ୟେଷ୍ଠା, ପୂର୍ବଷାଢା, ଶ୍ରବଣା, ଶତଭିଷା, ପୂର୍ବଭାଦ୍ର, ରେବତୀ, ଦ୍ୱିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଅଶ୍ଳେଷା, ପୂର୍ବଫାଲ୍‌ଗୁନୀ, ହସ୍ତା ଆଦି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ, ରାତି ୨/୦୭ ପରେ ଆଗ୍ନେୟ କୋଣରେ, ଯାତ୍ରାଦି ଶୁଭକର୍ମ ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୪୪ ରୁ ୧୧/୨୧, ରାତି ୭/୪୫ ରୁ ୮/୩୮, ରାତି ୯/୩୦ ରୁ ୧୨/୦୯ |  ଅଶୁଭବେଳା : ଦିନ ୧/୦୪ ରୁ ୨/୨୫ | ପୁଷ୍କରଦୋଷ : ଏକପାଦ |