Odia Daily Panji 12th February 2018

ଫେବୃଆରି ୧୨, ୨୦୧୮, ସୋମବାର, ମକର ୩୦ଦିନ, ଫାଲଗୁନ ୧୨ ଦିନ

ମାସାନ୍ତ

ସୂର୍ଯ୍ୟୋଦୟ : ୬/୨୧/୦୩,   ସୂର୍ଯ୍ୟାସ୍ତ : ୫/୪୦/୨୯

ତିଥି : କୃଷ୍ଣ ଦ୍ୱାଦଶୀ ରାତି ୮/୦୯ | ପୂର୍ବାଷାଢା ନକ୍ଷତ୍ର ରାତି ୨/୪୯, ଧନୁଚନ୍ଦ୍ର ଅହୋରାତ୍ର | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ତୁଳା ଓ କୁମ୍ଭ ରାଶି | ମିଥୁନ,କନ୍ୟା,ତୁଳା,ଧନୁ,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି  l ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱାଦଶୀ ତିଥିର ଏକୋଦ୍ଦିଷ୍ଟ ଓ  ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତାରେ ରାତି ୮/୦୯ ପରେ ଦକ୍ଷିଣରେ,ଯାତ୍ରା ନିଷେଧ l  ଶୁଭକର୍ମ: ନାହିଁ | ଶୁଭବେଳା : (ଅମୃତ) ଦିନ ୧୦/୫୨ ରୁ  ୧/୦୯, ସନ୍ଧ୍ୟା  ୬/୩୩ ରୁ ୯/୦୪ (ମାହେନ୍ଦ୍ର)  ଦିନ ୩/୨୫ ରୁ ୪/୫୭ |  ଅଶୁଭବେଳା : ଦିନ ୭/୪୪ ରୁ  ୯/୦୯, ଦିନ ୨/୫୨ ରୁ ୩/୨୪ l  ପୁଷ୍କରଦୋଷ : ରାତି ୮/୦୯ ମଧ୍ୟରେ ଓ ରାତି ୨/୪୯ ପରେ ଏକପାଦ |