Odia Daily Panji 12th July 2017

ଜୁଲାଇ ୧୨,୨୦୧୭, ବୁଧବାର, ମିଥୁନ ୨୮ଦିନ, ଶ୍ରାବଣ ୩ଦିନ

ସୂର୍ଯ୍ୟୋଦୟ : ୫/୧୮/୪୫,   ସୂର୍ଯ୍ୟାସ୍ତ : ୬/୨୫/୪୦

ତିଥି : କୃଷ୍ଣ ତୃତୀୟା, ଦିନ ୧/୫୬ | ନକ୍ଷତ୍ର : ଧନିଷ୍ଠା, ରାତି ୧୧/୧୭, ମକର ଚନ୍ଦ୍ର ଦିନ ୧୦/୩୦ | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ସିଂହ ଓ ମୀନ ରାଶି | ଚନ୍ଦ୍ରଶୁଦ୍ଧି : ଦିନ ୧୦ଟା ୩୦ ପରେ ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତୃତୀୟାର ଏକୋଦ୍ଦିଷ୍ଟ ଓ ଚତୁର୍ଥୀର ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ଦିନ ୧/୫୬ ପରେ ନୈଋତ କୋଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୯/୪୨ ରୁ ୧୧/୨୫, ଦିନ ୩/୪୫ ସଂଧ୍ୟା ୫/୩୦, ରାତି ୭/୦୮ ରୁ ୯/୨୦ |  ଅଶୁଭବେଳା : ଦିନ ୮/୩୫ ରୁ ୯/୪୧ |  ପୁଷ୍କରଦୋଷ : ନାହିଁ |