Odia Daily Panji 12th June 2017

ଜୁନ ୧୨,୨୦୧୭, ସୋମବାର, ବୃଷ ୨୯ଦିନ, ଆଷାଢ ୩ଦିନ ଶରଣ ପଞ୍ଚକ ଆରମ୍ଭ ସୂର୍ଯ୍ୟୋଦୟ : ୫/୧୦/୫୮, ସୂର୍ଯ୍ୟାସ୍ତ : ୬/୨୧/୫୫ ତିଥି : କୃଷ୍ଣ ତୃତୀୟା ରାତି ୧/୩୫, ପୂର୍ବାଷାଢା ନକ୍ଷତ୍ର ଦିନ ୧୧/୪୭, ଧନୁ ଚନ୍ଦ୍ର ସନ୍ଧ୍ୟା ୬/୨୫ | ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର ଓ ମିଥୁନ ରାଶିର ଘାତବାର | ସନ୍ଧ୍ୟା ୬/୨୭ ଗତେ ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତୃତୀୟା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣକୁ ରାତ୍ର ୧/୩୫ ଗତେ ନୈଋତେ ଯାତ୍ରା ନିଷେଧ |  ଶୁଭକର୍ମ : ବିବାହ ପାଣିଗ୍ରହଣ | ଶୁଭବେଳା : (ଅମୃତ) ଦିନ ୮/୪୩ ରୁ ୧୦/୨୮, ରାତି ୯/୧୫ ରୁ ୧୨/୦୦, (ମାହେନ୍ଦ୍ର) ରାତି ୩/୪୫ ରୁ ୪/୨୫ |  ଅଶୁଭବେଳା : ଦିନ ୬/୫୦ ରୁ ୮/୩୦ |  ପୁଷ୍କରଦୋଷ : ଦିନ ୧୧/୪୭ ଗତେ ଏକପାଦ |