Odia Daily Panji 12th March 2018

ମାର୍ଚ୍ଚ ୧୨, ୨୦୧୮, ସୋମବାର, କୁମ୍ଭ ୨୮ଦିନ, ଚୈତ୍ର ୧୧ ଦିନ

ଶରଣ ପଞ୍ଚକ ଆରମ୍ଭ

ସୂର୍ଯ୍ୟୋଦୟ : ୬/୦୧/୨୪,   ସୂର୍ଯ୍ୟାସ୍ତ : ୫/୫୧/୩୦

ତିଥି : କୃଷ୍ଣ ଦଶମୀ ଦିନ ୧୧/୧୭ | ପୂର୍ବଷାଢା ନକ୍ଷତ୍ର ଦିନ ୧୦/୧୭, ଧନୁ ଚନ୍ଦ୍ର ସନ୍ଧ୍ୟା ୫/୦୨ | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ତୁଳା ଓ କୁମ୍ଭ ରାଶି | ଗତ ଦିବସ ରାଶିମାନଙ୍କର, ସନ୍ଧ୍ୟା ୫/୦୨ ପରେ ମେଷ,କର୍କଟ,ସିଂହ,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି  l ସାମ୍ବତ୍ସରିକ ଶ୍ରାଦ୍ଧ : ଏକାଦଶୀ ତିଥିର ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ, ଦିନ ୧୧/୧୭ ପରେ ଆଗ୍ନେୟକୋଣରେ,ଯାତ୍ରାନିଷେଧlଶୁଭକର୍ମ:ବିବାହପାଣିଗ୍ରହଣ,ନାମକରଣ,ନିଷ୍କ୍ରମଣ,ଅନ୍ନପ୍ରାଶନ,ଚୂଡାକରଣ,ନାଟ୍ୟାରମ୍ଭ,ବାଣିଜ୍ୟକରଣ,ଗୃହାରମ୍ଭ,ନବାନ୍ନଭକ୍ଷଣ,ବୀଜବପନ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୩୨ ମଧ୍ୟରେ, ଦିନ ୧୦/୪୩ ରୁ ୧/୦୬, ସନ୍ଧ୍ୟା  ୬/୪୦ ରୁ ୯/୦୫, ରାତି ୧୧/୩୦ ରୁ ୨/୪୩ (ମାହେନ୍ଦ୍ର) ଦିନ ୩/୨୯ ରୁ ୫/୦୫ |  ଅଶୁଭବେଳା : ଦିନ ୭/୩୩ ରୁ   ୮/୫୯, ଦିନ ୨/୫୪ ରୁ ୩/୨୮ l  ପୁଷ୍କରଦୋଷ : ଦିନ ୧୦/୧୭ ପରେ ଏକପାଦ |