Odia Daily Panji 12th September 2017

ସେପ୍ଟେମ୍ବର ୧୨, ୨୦୧୭, ମଙ୍ଗଳବାର,ସିଂହ ୨୭ ଦିନ,ଆଶ୍ୱିନ ୬ଦିନ

ବୃହସ୍ପତି ତୁଳା ରାଶିକୁ ସାଞ୍ଚାର

ସୂର୍ଯ୍ୟୋଦୟ : ୫/୩୬/୫୬, ସୂର୍ଯ୍ୟାସ୍ତ : ୫/୪୯/୧୨

ତିଥି : କୃଷ୍ଣ ସପ୍ତମୀ ରାତି ୧/୨୮ | କୃତ୍ତିକା ନକ୍ଷତ୍ର ଦିନ ୮/୫୨,ବୃଷ ଚନ୍ଦ୍ର ଅହୋରାତ୍ର | ଘାତବାର : ମକର ରାଶି | ଘାତଚନ୍ଦ୍ର : ବିଛା ରାଶି | ବୃଷ,ମିଥୁନ,କର୍କଟ,ସିଂହ,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ସପ୍ତମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ବାୟବ୍ୟ କୋଣରେ, ରାତି ୧/୧୮ ପରେ ଐଶାନ୍ୟରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୮/୨ ରୁ ଦିନ ୧୦/୧୬ ଓ  ୧୨/୪୦ ରୁ ୨/୧୬ |  ଅଶୁଭବେଳା : ଦିନ ଏବଂ ରାତି ୭/୧୦ ରୁ ୮ ମଧ୍ୟରେ |  ପୁଷ୍କରଦୋଷ : ତିନିପାଦ,ଦିନ ୮/୫୨ ପରେ ଦ୍ୱିପାଦ ଏବଂ ରାତି ୧/୨୮ ପରେ ଏକପାଦ |