Odia Daily Panji 13th August 2017

ଅଗଷ୍ଟ ୧୩,୨୦୧୭, ରବିବାର, କର୍କଟ ୨୯ଦିନ, ଭାଦ୍ରବ ୬ଦିନ

ଶ୍ରୀମନ୍ଦିରରେ ଜେଉଡ ଭୋଗ

ସୂର୍ଯ୍ୟୋଦୟ : ୫/୨୯/୫୩,   ସୂର୍ଯ୍ୟାସ୍ତ : ୬/୧୩/୧୫

ତିଥି : କୃଷ୍ଣ ଷଷ୍ଠୀ ରାତି ୯/୨୫ ପର୍ଯ୍ୟନ୍ତ |ରେବତୀ ନକ୍ଷତ୍ର ଦିନ ୬/୧୮, ମୀନ ଚନ୍ଦ୍ର ଦିନ ୬/୧୮ | ଘାତବାର : ମେଷ ରାଶି | ଘାତଚନ୍ଦ୍ର : ଧନୁ ରାଶି | ମେଷ,ବୃଷ,ମିଥୁନ,କର୍କଟ, ତୁଳା, ବିଛା, ମକର, ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଷଷ୍ଠୀ ର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ରାତି ୯/୨୫ ପରେ ବାୟବ୍ୟ କୋଣରେ ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୬/୨୨ ରୁ ୯/୪୫ ମଧ୍ୟରେ |  ଅଶୁଭବେଳା : ଦିନ ୧୦/୧୫ ରୁ ୧/୨୫|  ପୁଷ୍କରଦୋଷ : ଏକପାଦ,ରାତି ୯/୨୫ ପରେ ଦ୍ୱିପାଦ |