Odia Daily Panji 13th December 2017

ଡିସେମ୍ବର ୧୩ ,୨୦୧୭, ବୁଧବାର, ବିଛା ୨୮ଦିନ, ପୌଷ ୧୦ଦିନ

ସର୍ବସମ୍ମତ ସଫଳା ଏକାଦଶୀ

ସୂର୍ଯ୍ୟୋଦୟ : ୬/୧୬/୦୪,   ସୂର୍ଯ୍ୟାସ୍ତ : ୫/୦୫/୧୦

ତିଥି : କୃଷ୍ଣ ଏକାଦଶୀ ରାତି ୩/୨୧ | ଚିତ୍ରା ନକ୍ଷତ୍ର ରାତି ୯/୩୯, କନ୍ୟା ଚନ୍ଦ୍ର ଦିନ ୮/୪୫ | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ମିଥୁନ ରାଶି | ମେଷ,ବୃଷ,କର୍କଟ,ସିଂହ,ତୁଳା,ବିଛା,ଧନୁ,ମକର ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ୩/୨୧ ପରେ ନୈଋତରେ, ଯାତ୍ରା ଶୁଭ |  ଶୁଭକର୍ମ : ନାହିଁ | ଶୁଭବେଳା : ଦିନ ୭/୪୫ ରୁ ୮/୨୮, ୧୦/୩୮ରୁ ୧୨/୪୭, ସନ୍ଧ୍ୟା ୬/୦୦ରୁ ୬/୫୨ l ଅଶୁଭବେଳା : ଦିନ ୯/୦୦ ରୁ ୧୦/୨୨ | ପୁଷ୍କରଦୋଷ :ରାତି ୩/୨୨ ପରେ ଏକପାଦ |