Odia Daily Panji 13th February 2018

ଫେବୃଆରି ୧୩, ୨୦୧୮, ମଙ୍ଗଳବାର, କୁମ୍ଭ ୧ଦିନ, ଫାଲଗୁନ ୧୩ ଦିନ

କୁମ୍ଭ ସଂକ୍ରାନ୍ତି, ଶରଣ ପଞ୍ଚକ ଆରମ୍ଭ

ସୂର୍ଯ୍ୟୋଦୟ : ୬/୨୦/୩୨,   ସୂର୍ଯ୍ୟାସ୍ତ : ୫/୪୧/୦୦

ତିଥି : କୃଷ୍ଣ ତ୍ରୟୋଦଶୀ ରାତି ୧୦/୩୬ l ଉତ୍ତରଷାଢା ନକ୍ଷତ୍ର ନିଶାନ୍ତ ୫/୩୮,ଧନୁ ଚନ୍ଦ୍ର ଦିନ ୯/୩୦ l ଘାତବାର : ମକର ରାଶି |  ଘାତଚନ୍ଦ୍ର : ତୁଳା ଓ କୁମ୍ଭ  ରାଶି | ମେଷ,କର୍କଟ,ସିଂହ,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ତ୍ରୟୋଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ, ରାତ୍ର ୧୦/୩୬ ପରେ ପଶ୍ଚିମରେ ଯାତ୍ରା ନିଷେଧ l ଶୁଭକର୍ମ:ନାହିଁ | ଶୁଭବେଳା : (ଅମୃତ) ଦିନ ୮/୩୪ ରୁ ୧୦/୫୧, ଦିନ ୧/୦୯ ରୁ ୨/୪୦, ଦିନ ୩/୨୬ ରୁ ୪/୫୭, ସନ୍ଧ୍ୟା ୬/୩୩ ରୁ ୯/୦୪ l ଅଶୁଭବେଳା : ଦିନ ୭/୪୩ ରୁ ୮/୩୩ l   ପୁଷ୍କରଦୋଷ : ଏକପାଦ |