Odia Daily Panji 13th January 2018

ଜାନୁୟାରୀ ୧୩,୨୦୧୮,ଶନିବାର, ଧନୁ ୨୯ଦିନ, ମାଘ ୧୧ଦିନ

ଶ୍ରୀ ମନ୍ଦିରରେ ନବାଙ୍କ ବେଶ,ମାସାନ୍ତ

ସୂର୍ଯ୍ୟୋଦୟ : ୬/୨୭/୪୫,   ସୂର୍ଯ୍ୟାସ୍ତ : ୫/୨୨/୨୩

ତିଥି : କୃଷ୍ଣ ଦ୍ୱାଦଶୀ ରାତି ୧୨/୦୦ | ଅନୁରାଧା ନକ୍ଷତ୍ର ଦିନ ୧୧/୦୦, ବିଛା ଚନ୍ଦ୍ର ଅହୋରାତ୍ର l ଘାତବାର : ବୃଷ, ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର : ନାହିଁ | ବୃଷ,ମିଥୁନ, ସିଂହ,କନ୍ୟା,ବିଛା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ନୈଋତରେ, ରାତି ୧୨/୦୦ ପରେ ଦକ୍ଷିଣରେ ,ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୧୦/୦୭ ରୁ ଦିନ ୧/୦୨ ରାତି ୮/୦୨ ରୁ ୧୦/୩୮ l  ଅଶୁଭବେଳା : ଦିନ ୪/୦୩ ରୁ ୫/୨୬, ଦିନ ୧/୧୯ ରୁ ୨/୪୧ l  ପୁଷ୍କରଦୋଷ ଦ୍ୱିପାଦ, ରାତି ୧୨/୦୦ ପରେ ଏକପାଦ l