Odia Daily Panji 13th July 2017

ଜୁଲାଇ ୧୩,୨୦୧୭, ଗୁରୁବାର, ମିଥୁନ ୨୯ଦିନ, ଶ୍ରାବଣ ୪ଦିନ

କର୍ମବୀର ଗୌରୀଶଙ୍କର ଜୟନ୍ତୀ

ସୂର୍ଯ୍ୟୋଦୟ : ୫/୧୯/୧୦,   ସୂର୍ଯ୍ୟାସ୍ତ : ୬/୨୫/୩୫

ତିଥି : କୃଷ୍ଣ ଚତୁର୍ଥୀ, ଦିନ ୨/୨୭ | ନକ୍ଷତ୍ର : ଶତଭିକ୍ଷା, ରାତି ୧୨/୨୦, କୁମ୍ଭ ଚନ୍ଦ୍ର ଅହୋରାତ୍ର | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : ମିଥୁନ ଓ ମୀନ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଥୀର ଏକୋଦ୍ଦିଷ୍ଟ ପଞ୍ଚମୀର ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତ କୋଣରେ, ଦିନ ୨/୨୭ ପରେ ଦକ୍ଷିଣରେ ଯାତ୍ରା ଶୁଭ |  ଶୁଭକର୍ମ : ବିଦ୍ୟାରମ୍ଭ, ନାମକରଣ, ବାଣିଜ୍ୟକରଣ | ଶୁଭବେଳା : (ଅମୃତ) ରାତି ୧୨/୫୮ ରୁ ୩/୦୦ (ମାହେନ୍ଦ୍ର) ପ୍ରାତଃରୁ ଦିନ ୭/୦୫ ମଧ୍ୟରେ |  ଅଶୁଭବେଳା : ଅପରାହ୍‌ଣ ୩/୦୮ ରୁ ସଂଧ୍ୟା ୬/୨୫, ଦିନ ୧/୨୭ ପରେ ୩/୫ ମଧ୍ୟେ ରାତି ୭/୪୨ ପରେ ୯/୫ ମଧ୍ୟେ |  ପୁଷ୍କରଦୋଷ : ରାତି ୧୨/୨୦ ପରେ ଏକପାଦ |