Odia Daily Panji 13th March 2018

ମାର୍ଚ୍ଚ ୧୩, ୨୦୧୮, ମଙ୍ଗଳବାର, କୁମ୍ଭ ୨୯ଦିନ, ଚୈତ୍ର ୧୨ ଦିନ

ସ୍ମାର୍ତ୍ତ ସମ୍ମତ ପାପମୋଚିନୀ ଏକାଦଶୀ, ମା ମଙ୍ଗଳା ଓ ତାରାତାରିଣୀଙ୍କ ଦ୍ୱିତୀୟ ପାଳି ଯାତ୍ରା

ସୂର୍ଯ୍ୟୋଦୟ : ୬/୦୦/୩୪,   ସୂର୍ଯ୍ୟାସ୍ତ : ୫/୫୧/୪୮

ତିଥି : କୃଷ୍ଣ ଏକାଦଶୀ ଦିନ ୧/୪୦ l ଉତ୍ତରଷାଢା ନକ୍ଷତ୍ର ଦିନ ୧/୦୯,ମକର ଚନ୍ଦ୍ର ଅହୋରାତ୍ର l ଘାତବାର : ମକର ରାଶି |  ଘାତଚନ୍ଦ୍ର : ସିଂହ ରାଶି | ମେଷ,କର୍କଟ,ସିଂହ,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ଏକାଦଶୀ ତିଥିର ଏକୋଦ୍ଦିଷ୍ଟ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ଦିନ ୧/୪୦ ପରେ ନୈଋତରେ ଯାତ୍ରା ନିଷେଧ l ଶୁଭକର୍ମ:ନାହିଁ | ଶୁଭବେଳା : (ଅମୃତ) ଦିନ ୮/୧୯ ରୁ ୧୦/୪୨, ଦିନ ୧/୦୬ ରୁ ୨/୪୨, ଦିନ ୩/୩୦ ରୁ ୫/୦୫, ଅସ୍ତରୁ ସନ୍ଧ୍ୟା ୬/୪୧ ମଧ୍ୟରେ, ରାତି ୯/୦୫ ରୁ ୧୧/୩୦,ରାତି ୧/୫୪ ରୁ ୩/୩୦ l ଅଶୁଭବେଳା : ଦିନ ୭/୨୫ ରୁ ୮/୧୮ l   ପୁଷ୍କରଦୋଷ : ଦ୍ୱିପାଦ, ଦିନ ୧/୦୯ ପରେ ଏକପାଦ ପୁନଶ୍ଚ ଦିନ ୧/୪୦ ପରେ ଦ୍ୱିପାଦ |