Odia Daily Panji 13th November 2017

ନଭେମ୍ବର ୧୩, ୨୦୧୭, ସୋମବାର,ତୁଳା ୨୮ ଦିନ,ମାର୍ଗଶିର ୯ଦିନ

ମାୟାଧର ମାନସିଂହଙ୍କ ଜୟନ୍ତୀ

ସୂର୍ଯ୍ୟୋଦୟ : ୫/୫୭/୩୮, ସୂର୍ଯ୍ୟାସ୍ତ : ୫/୦୪/୦୩

ତିଥି : କୃଷ୍ଣ ଦଶମୀ ଦିନ ୧୨/୨୯ | ପୂର୍ବ ଫାଲ୍‌ଗୁନୀ ନକ୍ଷତ୍ର ଦିନ ୧୨/୩୪ | ସିଂହ ଚନ୍ଦ୍ର ୬/୪୩ | ଘାତବାର: ବୃଷ ରାଶି | ଘାତଚନ୍ଦ୍ର : କର୍କଟ ଓ ମକର ରାଶି  | ମେଷ,ମିଥୁନ,କର୍କଟ,ତୁଳା,ବିଛା,ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦଶମୀର ଏକୋଦ୍ଦିଷ୍ଟ ଓ ଏକାଦଶୀର ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ, ଦିନ ୧୨/୨୯ ପରେ ଆଗ୍ନେୟ କୋଣରେ, ଯାତ୍ରାଦି ଶୁଭକର୍ମ ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୨୮, ୮/୫୭ ରୁ ୧୧/୧୦, ରାତି ୭/୩୮ ରୁ ୧୧/୦୦ | ଅଶୁଭବେଳା : ଦିନ ୭/୨୯  ରୁ ୮/୪୬ | ପୁଷ୍କରଦୋଷ : ଦିନ ୧୨/୦୩ ପରେ ଏକପାଦ |