Odia Daily Panji 13th September 2017

ସେପ୍ଟେମ୍ବର ୧୩, ୨୦୧୭, ବୁଧବାର,ସିଂହ ୨୮ ଦିନ,ଆଶ୍ୱିନ ୭ଦିନ

ମୂଳାଷ୍ଟମୀ, ଦ୍ୱିତୀୟା ଓଷା, ସହସ କୁମ୍ଭାଭିଷେକ,

ଦେବୀ ଉତ୍‍ଥାପନ,ଷୋଡଶ ଦିନାତ୍ଳକ ପୂଜା ଆରମ୍ଭ

ସୂର୍ଯ୍ୟୋଦୟ : ୫/୩୭/୧୭, ସୂର୍ଯ୍ୟାସ୍ତ : ୫/୪୮/୧୭

ତିଥି : କୃଷ୍ଣ ଅଷ୍ଟମୀ ରାତି ୧୧/୧୯ ପର୍ଯ୍ୟନ୍ତ | ରୋହିଣୀ ନକ୍ଷତ୍ର ଦିନ ୭/୨୯ | ବୃଷ ଚନ୍ଦ୍ର ସଂଧ୍ୟା ୬/୪୭ | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ବିଛା ରାଶି | ବୃଷ,ମିଥୁନ,କର୍କଟ,ସିଂହ,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଅଷ୍ଟମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଐଶାନ୍ୟ କୋଣରେ, ରାତି ୧୧/୧୯ ପରେ ପୂର୍ବରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ୭/୩୧ ମଧ୍ୟରେ, ଦିନ ୧୧/୧୨ ରୁ ୧/୧୮ ଓ ସଂଧ୍ୟା  ୬/୪୦ ରୁ ୯/୦୬ ମଧ୍ୟରେ (ମାହେନ୍ଦ୍ର) ଅପରାହ୍‍ଣ ୨/୪୦ ରୁ ୫/୪୮  |  ଅଶୁଭବେଳା : ଦିନ ୮/୩୯ ରୁ ୧୦/୧୨ ମଧ୍ୟରେ |  ପୁଷ୍କରଦୋଷ : ନାହିଁ |