Odia Daily Panji 14th August 2017

ଅଗଷ୍ଟ ୧୪,୨୦୧୭, ସୋମବାର, କର୍କଟ ୩୦ଦିନ, ଭାଦ୍ରବ ୭ଦିନ

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

ସୂର୍ଯ୍ୟୋଦୟ : ୫/୩୦/୧୨,   ସୂର୍ଯ୍ୟାସ୍ତ : ୬/୧୨/୩୫

ତିଥି : କୃଷ୍ଣ ସପ୍ତମୀ ରାତି ୭/୪୮ ପର୍ଯ୍ୟନ୍ତ | ଅଶ୍ୱିନୀ ନକ୍ଷତ୍ର ପ୍ରାତଃ ୫/୩୯, ଦ୍ୱିଜାକ୍ଷୟ ନିଶାନ୍ତ  ୪/୩୦,ମେଷ ଚନ୍ଦ୍ର ଅହୋରାତ୍ର | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ମେଷ ରାଶି | ମେଷ,ବୃଷ,ମିଥୁନ,କର୍କଟ,ତୁଳା ,ବିଛା, ମକର, କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ :ସପ୍ତମୀ ତିଥିର ପାର୍ବଣ |  ଯୋଗିନୀ ସ୍ଥିତି : ବାୟବ୍ୟରେ, ରାତି ୭/୪୮ ପରେ ଐଶାନ୍ୟ କୋଣରେ, ଯାତ୍ରାଦି ଶୁଭ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୧୦/୩୪ ରୁ ୧/୧୬ ରାତି ୬/୫୪ ରୁ ୯/୧୧ |  ଅଶୁଭବେଳା : ଦିନ ୭/୦୫ ରୁ ୮/୪୦ ମଧ୍ୟରେ |  ପୁଷ୍କରଦୋଷ : ରାତି ୭/୪୮ ମଧ୍ୟରେ ଏକପାଦ,ପୁନଶ୍ଚ ନିଶା୪/୩୧  ପରେ ଏକପାଦ ଦୋଷ |