Odia Daily Panji 14th December 2017

ଡେସେମ୍ବର ୧୪,୨୦୧୭, ଗୁରୁବାର, ବିଛା ୨୯ଦିନ, ପୌଷ ୧୧ଦିନ

ନୀଳମଣି ବିଦ୍ୟାରତ୍ନଙ୍କ ଜୟନ୍ତୀ

ସୂର୍ଯ୍ୟୋଦୟ : ୬/୧୬/୩୯, ସୂର୍ଯ୍ୟାସ୍ତ : ୫/୦୫/୩୦

ତିଥି : କୃଷ୍ଣ ଦ୍ୱାଦଶୀ ନିଶାନ୍ତ ୫/୦୨ | ସ୍ୱାତୀ ନକ୍ଷତ୍ର ରାତି ୧୧/୪୩,ତୁଳା ଚନ୍ଦ୍ର ଅହୋରାତ୍ର | ଘାତବାର : ତୁଳା ରାଶି | ଘାତଚନ୍ଦ୍ର : ନାହିଁ | ମେଷ,ବୃଷ,କର୍କଟ,ସିଂହ,ତୁଳା,ବିଛା,ଧନୁ ଓ ମକର ରାଶିର ଚନ୍ଦ୍ରଶୁଦ୍ଧି | ରାତି ୧୧/୪୨ ପରେ ଅନୁରାଧା,ଜ୍ୟୋଷ୍ଠା,ପୂର୍ବଷାଢା,ଶ୍ରବଣା,ଶତଭିଷା,ଉତ୍ତରଭାଦ୍ର,ରେବତୀ ଦ୍ୱିଜା,ରୋହିଣୀ ଆଦି ନକ୍ଷତ୍ରର ତାରାଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତରେ,ନିଶାନ୍ତ ୫/୦୨ ପରେ ଦକ୍ଷିଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୧/୩୧ ରୁ ୨/୫୮, ସଂଧ୍ୟା ୬/୦୦ ରୁ ୯/୩୧ l ଅଶୁଭବେଳା : ଦିନ ୨/୫୯ ରୁ ୫/୦୮ |  ପୁଷ୍କରଦୋଷ : ରାତି ୧୧/୪୩ ପରେ ଓ ନିଶାନ୍ତ ୫/୦୨ ମଧ୍ୟରେ ଦ୍ୱିପାଦ  |