Odia Daily Panji 14th February 2018

ଫେବୃଆରି ୧୪, ୨୦୧୮, ବୁଧବାର, କୁମ୍ଭ ୨ଦିନ, ଫାଲଗୁନ ୧୪ ଦିନ

ମହାଶିବରାତ୍ରି, ଶିବ ଚତୁର୍ଦ୍ଦଶୀ ଉପବାସ

ସୂର୍ଯ୍ୟୋଦୟ : ୬/୨୦/୦୦,   ସୂର୍ଯ୍ୟାସ୍ତ : ୫/୪୧/୩୦

ତିଥି : କୃଷ୍ଣ ଚତୁର୍ଦ୍ଦଶୀ ରାତି ୧୨/୪୫ | ଶ୍ରବଣା ନକ୍ଷତ୍ର ଅହୋରାତ୍ର, ମକର ଚନ୍ଦ୍ର ଅହୋରାତ୍ର l ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ସିଂହ ରାଶି | ମେଷ,କର୍କଟ,ସିଂହ,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି  l ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଦ୍ଦଶୀ ତିଥିର ଏକୋଦ୍ଦିଷ୍ଟ ଓ  ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ ରାତି ୧୨/୪୫ ପରେ ଐଶାନ୍ୟକୁ,ଯାତ୍ରା ନିଷେଧ l  ଶୁଭକର୍ମ: ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୪୮ ମଧ୍ୟରେ, ଦିନ ୧୦/୦୫ ରୁ ୧୧/୩୭, ଦିନ ୩/୨୬ରୁ ୪/୫୮, ସନ୍ଧ୍ୟା  ୬/୩୪ ରୁ ୯/୦୪, ରାତି ୨/୦୫ ରୁ ୬/୧୬  (ମାହେନ୍ଦ୍ର)  ଦିନ ୧/୫୪ ରୁ ୩/୨୬, ଦିନ ୪/୦୯ ରୁ ୫/୪୧, ରାତି ୯/୦୪ ରୁ ୧୦/୪୫ |  ଅଶୁଭବେଳା : ଦିନ ୯/୦୯ ରୁ ୧୦/୦୪, ଦିନ ୧୨/୦୦ ରୁ ୧/୨୬ l  ପୁଷ୍କରଦୋଷ : ନାହିଁ |