Odia Daily Panji 14th July 2017

ଜୁଲାଇ ୧୪,୨୦୧୭, ଶୁକ୍ରବାର, ମିଥୁନ ୩୦ଦିନ, ଶ୍ରାବଣ ୫ଦିନ

ମନସା ପଞ୍ଚମୀ, ଶରଣ ପଞ୍ଚକ ଶେଷ

ସୂର୍ଯ୍ୟୋଦୟ : ୫/୧୯/୩୦,   ସୂର୍ଯ୍ୟାସ୍ତ : ୬/୨୫/୨୮

ତିଥି : କୃଷ୍ଣ ପଞ୍ଚମୀ, ଦିନ ୨/୩୬ | ନକ୍ଷତ୍ର : ପୂର୍ବଭାଦ୍ର, ରାତି ୧/୦୨, କୁମ୍ଭ ଚନ୍ଦ୍ର ରାତି ୬/୫୫ | ଘାତବାର : ବିଛା, ଧନୁ ଓ ମୀନ ରାଶି | ଘାତଚନ୍ଦ୍ର : ମିଥୁନ ଓ ମୀନ ରାଶି | ଚନ୍ଦ୍ରଶୁଦ୍ଧି : ରାତି ୬/୫୫ ପରେ ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ଧନୁ, ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପଞ୍ଚମୀ ତିଥିର ଏକୋଦ୍ଦିଷ୍ଟ ଓ ଷଷ୍ଠୀର ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ, ଦିନ ୨/୩୬ ପରେ ପଶ୍ଚିମରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୧/୧୧ ରୁ ୨/୫୫, ରାତି ୭/୫୨ ରୁ ୯/୨୦ (ମାହେନ୍ଦ୍ର) ରାତି ୧୦/୪୫ ରୁ ୧୧/୩୦ |  ଅଶୁଭବେଳା : ଦିନ ୮/୩୫ ରୁ ୧୧/୫୫ |  ପୁଷ୍କରଦୋଷ : ଏକପାଦ|