Odia Daily Panji 14th March 2018

ମାର୍ଚ୍ଚ ୧୪, ୨୦୧୮, ବୁଧବାର, କୁମ୍ଭ ୩୦ଦିନ, ଚୈତ୍ର ୧୩ଦିନ

ବୈଷ୍ଣବ ସମ୍ମତ ଜୟା (ଶ୍ରବଣା) ଦ୍ୱାଦଶୀ ଉପବାସ, ମାସାନ୍ତ

ସୂର୍ଯ୍ୟୋଦୟ : ୫/୫୯/୪୪,   ସୂର୍ଯ୍ୟାସ୍ତ : ୫/୫୨/୦୬

ତିଥି : କୃଷ୍ଣ ଦ୍ୱାଦଶୀ ଦିନ ୩/୪୧ | ଶ୍ରବଣା ନକ୍ଷତ୍ର ଦିନ ୩/୪୧, ମକର ଚନ୍ଦ୍ର ରାତି ୪/୪୮ l ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ସିଂହ ରାଶି | ଗତ ଦିବସ ରାଶିମାନଙ୍କର,ରାତି ୪/୪୮ ପରେ ମେଷ,ବୃଷ, ସିଂହ,କନ୍ୟା,ବିଛା,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି  l ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱାଦଶୀ ତିଥିର  ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତରେ ଦିନ ୩/୪୧ ପରେ ଦକ୍ଷିଣରେ,ଯାତ୍ରା ଶୁଭ l  ଶୁଭକର୍ମ: ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୩୧ ମଧ୍ୟରେ, ଦିନ ୯/୫୪ ରୁ ୧୧/୩୦, ଦିନ ୩/୩୦ ରୁ ୫/୦୫, ରାତି  ୬/୪୧ ରୁ ୯/୦୫, ରାତି ୧/୫୪ ରୁ ୫/୫୪  (ମାହେନ୍ଦ୍ର)  ଦିନ ୧/୫୪ ରୁ ୩/୨୯, ରାତି ୯/୦୫ ରୁ ୧୦/୪୧ |  ଅଶୁଭବେଳା : ଦିନ ୮/୫୪ ରୁ ୯/୫୩, ଦିନ ୧୧/୫୪ ରୁ ୧/୨୪ l  ପୁଷ୍କରଦୋଷ : ଦିନ ୩/୪୧ ମଧ୍ୟରେ ଏକପାଦ |