Odia Daily Panji 14th October 2017

ଅକ୍ଟୋବର ୧୪, ୨୦୧୭, ଶନିବାର,କନ୍ୟା ୨୮ ଦିନ,କାର୍ତ୍ତିକ ୯ଦିନ

ସୂର୍ଯ୍ୟୋଦୟ : ୫/୪୪/୨୯, ସୂର୍ଯ୍ୟାସ୍ତ : ୫/୨୦/୫୫

ତିଥି : କୃଷ୍ଣ ଦଶମୀ ରାତି ୨/୨୧ | ପୁଷ୍ୟା ନକ୍ଷତ୍ର ଦିନ ୭/୫୫ | କର୍କଟ ଚନ୍ଦ୍ର ଅହୋରାତ୍ର | ବୃଷ,ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର : ନାହିଁ | ମେଷ,ବୃଷ,କର୍କଟ,ସିଂହ,କନ୍ୟା,ତୁଳା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ପ୍ରାତଃ ୭/୫୪ ପରେ ମଘା,ପୂର୍ବଫାଲ୍‌ଗୁନୀ,ହସ୍ତା,ସ୍ୱାତୀ,ଅନୁରାଧା,ମୂଳା,ପୂର୍ବଷାଢା | ସାମ୍ବତ୍ସରିକ ଶ୍ରାଦ୍ଧ : ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ, ରାତି  ୨/୨୧ ପରେ ଆଗ୍ନେୟ କୋଣରେ, ଯାତ୍ରାଦି ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୧୮ ରୁ ୯/୩୭, ଦିନ ୧୧/୫୪ ରୁ ୨/୫୮, ୩/୫୪ ରୁ ସଂଧ୍ୟା ୫/୧୫; (ମାହେନ୍ଦ୍ର) ରାତି ୨/୨୭ ରୁ ୩/୧୫ | ଅଶୁଭବେଳା : ଦିନ ୯/୩୭ ରୁ ୧୧/୨୮ ମଧ୍ୟରେ | ପୁଷ୍କରଦୋଷ : ଏକପାଦ |