Odia Daily Panji 14th September 2017

ସେପ୍ଟେମ୍ବର ୧୪, ୨୦୧୭, ଗୁରୁବାର,ସିଂହ ୨୯ ଦିନ,ଆଶ୍ୱିନ ୮ଦିନ

ମାତୃ ନବମୀ,ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଜୟନ୍ତୀ

ସୂର୍ଯ୍ୟୋଦୟ : ୫/୩୭/୨୯,   ସୂର୍ଯ୍ୟାସ୍ତ : ୫/୪୭/୨୩

ତିଥି : କୃଷ୍ଣ ନବମୀ ରାତି ୯/୦୯ ପର୍ଯ୍ୟନ୍ତ | ମୃଗଶିରା ନକ୍ଷତ୍ର ପ୍ରାତଃ ୭/୦୫ ପରେ ଆଦ୍ରା ନକ୍ଷତ୍ର ରାତି ୪/୪୦ ପର୍ଯ୍ୟନ୍ତ | ମିଥୁନ ଚନ୍ଦ୍ର ଅହୋରାତ୍ର | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : କନ୍ୟା ରାଶି | ମେଷ,ମିଥୁନ,କର୍କଟ,ସିଂହ,ଧନୁ,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ନବମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ରାତି ୯/୦୯ ପରେ ଉତ୍ତରରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୧୨/୪୪ ରୁ ଦିନ ୩/୦୯ ମଧ୍ୟରେ | (ମାହେନ୍ଦ୍ର) ପ୍ରାତଃରୁ ୭/୧୫ ଓ ଦିନ ୧୦/୨୪ ରୁ ୧୨/୪୮ | ଅଶୁଭବେଳା : ଦିନ ୨/୫୪ ରୁ ୫/୪୭ |  ପୁଷ୍କରଦୋଷ : ରାତି ୪/୪୦ ପରେ ଏକପାଦ |