Odia Daily Panji 15th August 2017

giphy

ଅଗଷ୍ଟ ୧୫,୨୦୧୭,ମଙ୍ଗଳବାର,କର୍କଟ ୩୧ ଦିନ,ଭାଦ୍ରବ ୮ ଦିନ

ସ୍ୱାଧିନତା ଦିବସ,ବୈଷ୍ଣବ ସମ୍ମତ ଜନ୍ମାଷ୍ଟମୀ,

ଶ୍ରୀମନ୍ଦିର ରେ ନନ୍ଦୋତ୍ସବ ଜୟନ୍ତୀ

ସୂର୍ଯ୍ୟୋଦୟ : ୫/୩୦/୨୬,   ସୂର୍ଯ୍ୟାସ୍ତ : ୬/୧୧/୫୫

ତିଥି : କୃଷ୍ଣ ଅଷ୍ଟମୀ ସଂଧ୍ୟ୍ୟା ୫/୫୫ ପର୍ଯ୍ୟନ୍ତ | କୃତ୍ତିକା ନକ୍ଷତ୍ର ରାତି ୩/୨୬ ପର୍ଯ୍ୟନ୍ତ,ମେଷ ଚନ୍ଦ୍ର ଦିନ ୧୦/୩୨ | ଘାତବାର : ମକର ରାଶି | ଘାତଚନ୍ଦ୍ର : ମେଷ ରାଶି | ବୃଷ,ମିଥୁନ,କର୍କଟ, ସିଂହ, ବିଛା, ଧନୁ, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଅଷ୍ଟମୀ ତିଥିର ଏକୋଦ୍ଦିଷ୍ଟ ପାର୍ବଣ |  ଯୋଗିନୀ ସ୍ଥିତି : ଐଶାନ୍ୟ କୋଣରେ,ସନ୍ଧ୍ୟା ୫/୫୩ ପରେ ପୂର୍ବରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୮/୩ ରୁ ୧୦/୩୪ ଓ ଦିନ ୧/୦୫ ରୁ ୨/୪୬ |  ଅଶୁଭବେଳା : ଦିନ ୭/୦୬ ରୁ ୮/୦୦ ମଧ୍ୟେ |  ପୁଷ୍କରଦୋଷ : ଦ୍ୱିପାଦ, ରାତି ୩/୨୬ ପରେ ଏକପାଦ |