Odia Daily Panji 15th December 2017

ଡିସେମ୍ବର ୧୫,୨୦୧୭, ଶୁକ୍ରବାର, ବିଛା ୩୦ଦିନ, ପୌଷ ୧୨ଦିନ

ମାସାନ୍ତ

ସୂର୍ଯ୍ୟୋଦୟ : ୬/୧୭/୧୪,   ସୂର୍ଯ୍ୟାସ୍ତ : ୫/୦୦/୨୬

ତିଥି : କୃଷ୍ଣ ତ୍ରୟୋଦଶୀ ଅହୋରାତ୍ର | ବିଶାଖା ନକ୍ଷତ୍ର ରାତି ୨/୦୬ | ତୁଳାଚନ୍ଦ୍ର ରାତି ୭/୨୯ l ଘାତବାର : ବିଛା, ଧନୁ ଓ ମୀନ ରାଶି | ଘାତଚନ୍ଦ୍ର : ନାହିଁ | ବୃଷ,ମିଥୁନ,ସିଂହ,କନ୍ୟା,ବିଛା,ଧନୁ ଓ ମକର, କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ ଅହୋରାତ୍ର, ଯାତ୍ରାଦି ଶୁଭକର୍ମ ନିଷେଧ l  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୪୬ ରୁ ୯/୫୬,୧୨/୦୫ ରୁ ୨/୫୮, ୩/୪୧ ରୁ ୫/୦୮ l ଅଶୁଭବେଳା : ଦିନ ୧୦/୦୦ ରୁ ୧୧/୪୫, ରାତି ୮/୨୬ ରୁ ୧୦/୦୫ |  ପୁଷ୍କରଦୋଷ : ରାତି ୨/୦୬ ମଧ୍ୟରେ ଏକପାଦ|