Odia Daily Panji 15th February 2018

ଫେବୃଆରି ୧୫, ୨୦୧୮, ଶୁକ୍ରବାର, କୁମ୍ଭ ୪ଦିନ, ଫାଲଗୁନ ୧୬ ଦିନ

ସୂର୍ଯ୍ୟୋଦୟ : ୬/୧୯/୨୬,   ସୂର୍ଯ୍ୟାସ୍ତ : ୫/୪୧/୫୮

ତିଥି : ଅମାବାସ୍ୟା ରାତି ୨/୩୧ l ଶ୍ରବଣା (ମଳ) ନକ୍ଷତ୍ର ଦିନ ୮/୦୯,ମକର ଚନ୍ଦ୍ର ରାତି ୯/୧୮ l ଘାତବାର : ତୁଳା ଓ କୁମ୍ଭ ରାଶି |  ଘାତଚନ୍ଦ୍ର : ସିଂହ  ରାଶି | ଗତ ଦିବସ ରାଶିମାନଙ୍କର, ରାତି ୯/୧୮ ପରେ ମେଷ,ବୃଷ,ସିଂହ,କନ୍ୟା,ବିଛା,ଧନୁ, କୁମ୍ଭ ଓ ମୀନ ରାଶିର ଏବଂ ରାତି ୨/୩୧ ପରେ ମେଷ, ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ଅମାବାସ୍ୟା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଐଶାନ୍ୟ କୋଣରେ, ରାତି ୨/୩୧ ପରେ ପୂର୍ବରେ ଯାତ୍ରା ନିଷେଧ l ଶୁଭକର୍ମ:ନାହିଁ | ଶୁଭବେଳା : (ଅମୃତ) ରାତି ୧/୧୫ ରୁ ୩/୪୫ (ମାହେନ୍ଦ୍ର) ପ୍ରାତଃରୁ ଦିନ ୭/୪୮ ମଧ୍ୟରେ, ଦିନ ୧୦/୫୧ ରୁ ୧/୦୯ l ଅଶୁଭବେଳା : ଦିନ ୨/୫୨ ରୁ ୫/୪୪ l   ପୁଷ୍କରଦୋଷ : ନାହିଁ |