Odia Daily Panji 15th July 2017

ଜୁଲାଇ ୧୫,୨୦୧୭, ଶନିବାର, ମିଥୁନ ୩୧ଦିନ, ଶ୍ରାବଣ ୬ଦିନ

ମାସାନ୍ତ

ସୂର୍ଯ୍ୟୋଦୟ : ୫/୧୯/୫୪,   ସୂର୍ଯ୍ୟାସ୍ତ : ୬/୨୫/୧୫

ତିଥି : କୃଷ୍ଣ ଷଷ୍ଠୀ, ଦିନ ୨/୧୮ | ନକ୍ଷତ୍ର : ଉତ୍ତରଭାଦ୍ର, ରାତି ୧/୧୫, ମୀନ ଚନ୍ଦ୍ର ଅହୋରାତ୍ର | ଘାତବାର : ବୃଷ, ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର : ଧନୁ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ଧନୁ, ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଷଷ୍ଠୀ ତିଥିର ଏକୋଦ୍ଦିଷ୍ଟ ଓ ସପ୍ତମୀ ତିଥିର ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ଦିନ ୨/୧୮ ପରେ ବାୟବ୍ୟରେ ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୯/୪୦ ରୁ ୧/୧୧, ରାତି ୮/୩୫ ରୁ ୧୦/୪୭ |  ଅଶୁଭବେଳା : ପ୍ରାତଃରୁ ୬/୫୫ ମଧ୍ୟରେ, ଦିନ ୪/୪୬ ରୁ ସଂଧ୍ୟା ୬/୩୫ ମଧ୍ୟରେ |  ପୁଷ୍କରଦୋଷ : ଏକପାଦ ଦିନ ୨/୧୮ ପରେ ଦ୍ୱିପାଦ |