Odia Daily Panji 15th March 2018

ମାର୍ଚ୍ଚ ୧୫, ୨୦୧୮, ଗୁରୁବାର, ମୀନ ୧ଦିନ, ଚୈତ୍ର ୧୪ ଦିନ

ମୀନ ସଂକ୍ରାନ୍ତି, ବାରୁଣୀ ସ୍ନାନ, ଶିବ ଚତୁର୍ଦ୍ଦଶୀ ଉପବାସ

ସୂର୍ଯ୍ୟୋଦୟ : ୫/୫୮/୫୩,   ସୂର୍ଯ୍ୟାସ୍ତ : ୫/୫୨/୨୩

ତିଥି : କୃଷ୍ଣ ତ୍ରୟୋଦଶୀ ସନ୍ଧ୍ୟା ୫/୧୨ l ଧନିଷ୍ଠା ନକ୍ଷତ୍ର ସନ୍ଧ୍ୟା ୫/୪୪,କୁମ୍ଭ ଚନ୍ଦ୍ର ଅହୋରାତ୍ର l ଘାତବାର : ତୁଳା ଓ କୁମ୍ଭ ରାଶି |  ଘାତଚନ୍ଦ୍ର : ମିଥୁନ ଓ ମକର  ରାଶି | ମେଷ,ବୃଷ,ସିଂହ,କନ୍ୟା,ବିଛା,ଧନୁ, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ତ୍ରୟୋଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ ସନ୍ଧ୍ୟା ୫/୧୨ ପରେ ପଶ୍ଚିମରେ ଯାତ୍ରା ନିଷେଧ l ଶୁଭକର୍ମ:ନାହିଁ | ଶୁଭବେଳା : (ଅମୃତ) ରାତି ୧/୦୫ ରୁ ରାତି ୨/୨୯ (ମାହେନ୍ଦ୍ର) ପ୍ରାତଃରୁ ଦିନ ୭/୩୦ ମଧ୍ୟରେ, ଦିନ ୧୦/୪୨ ରୁ ଦିନ ୧/୦୭ l ଅଶୁଭବେଳା : ଦିନ ୨/୫୪ ରୁ ଦିନ ୫/୫୩ l   ପୁଷ୍କରଦୋଷ : ନାହିଁ |